ପାଣ୍ଡବ ଏବଂ କୌରବ ମାନଙ୍କ ମଧ୍ୟରେ ହେଉଥିବା ମହାଯୁଦ୍ଧରେ ଏକ ଏପରି ଯୋଦ୍ଧା ଥିଲେ
ଯେ କୌରବ ପକ୍ଷରେ ଥିଲେ ମଧ୍ୟ ପାଣ୍ଡବ ମାନଙ୍କ ପାଇଁ ଲଢେଇ କରୁଥିଲେ କିଏ ସେ ଯୋଦ୍ଧା ? ସେ ହଉଛନ୍ତି ଯୁଯୁତ୍ସୁ। ସେ ଧୃତରାଷ୍ଟ୍ରଙ୍କ ର ପୁତ୍ର ଥିଲେ କିନ୍ତୁ ତାଙ୍କ ମା ଗାନ୍ଧାରୀ ନଥିଲେ ତାଙ୍କ ମା ଗାନ୍ଧାରୀଙ୍କ ଦାସୀ ଥିଲେ। ଧୃତରାଷ୍ଟ୍ର ଏବଂ ଦାସୀ ଙ୍କ ମିଳନରେ ଯୁଯୁତ୍ସୁ ଜନ୍ମ ନେଇଥିଲେ। କଥାରେ ଅଛି ଯୁଯୁତ୍ସୁ ଙ୍କ ଜନ୍ମ ସେହି ସମୟରେ ହେଇଥିଲା ଯେଉଁ ସମୟରେ ଦୁର୍ଜୟୋଧନ ଏବଂ ଭୀମ ଙ୍କର ଜନ୍ମ ହୋଇଥିଲା ଜଣେ କୌରବ ହେଇ ମଧ୍ୟ ଯୁଯୁତ୍ସୁ ସର୍ବଦା ଧର୍ମ ସପକ୍ଷରେ ଥିଲେ। ଦ୍ରୌପଦୀ ଙ୍କ ବସ୍ତ୍ରହରଣ ସମୟରେ ମଧ୍ୟ ସେ ଦୁର୍ଯୋଧନ କୁ ବାରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁର୍ଯୋଧନ ତାଙ୍କ କଥା ମାନି ନଥିଲେ ମହାଭାରତର ଧର୍ମ ଯୁଧ ସମୟରେ ଯୁଯୁତ୍ସୁ କୌରବଙ୍କ ପାଇଁ ଲଢିବା ବଦଳରେ ପାଣ୍ଡବ ମାନଙ୍କ ସପକ୍ଷରେ ଥିଲେ ଏବଂ ଯୁଦ୍ଧ କରିଥିଲେ। ଯୁଯୁତ୍ସୁ ଙ୍କର ଏହି ବଳିଦାନ, ଧର୍ମ ପ୍ରତି ତାଙ୍କ ନିଷ୍ଠାର ପ୍ରମାଣ ଦିଏ।
HISTORY OF ENTOMOLOGY IN INDIA Ancient Indian: • Honey has been known to us from pre-historic times. Honey finds mention in the Vedas, the Ramayana, the quran and many ancient books. Rigvedas mentions honey as the choist food of god (3000-5000 B.C) • Atharva veda gives a brief account of Lac, the lac insects and usefulness values of lac . In Mahabharata, there is a reference of Laksha Griha i.e , a house of lac implies that lac had been cultivated in India from pre-historic times. • Silk production is believed to have originated in China nearly 5000 years ago and slowly spread to India. An Indian prince sends a gift of silk cloth to a Persian ruler in 3870 B.C, indicating that Indians were familiar with the rearing of silkworm. • In ancient scripts like Ramayana and Mahabharata, some of the terms used were related to insects. They are Pipilika – Ant, Pathanga – grasshoppers, Madhumakshika – honey bees, Umbakapalika ...
Comments
Post a Comment